Du er ikke logget ind
Beskrivelse
ଏହି ଗଳ୍ପ ସଂକଳନରେ ସନ୍ନିହିତ ଗଳ୍ପ ଗୁଡ଼ିକର ଉଭୟ କଥାବସ୍ତୁ ଓ ଚରିତ୍ର ମାନଙ୍କରେ କିଛିଟା ଭିନ୍ନତା ପରିଲକ୍ଷିତ ହୁଏ। ସାଧାରଣ ଉପସ୍ଥାପନା ଶୈଳୀରେ ପରିବେଷଣ କରାଯାଇଥିବା ଏହି କଥାବସ୍ତୁ ଓ ଚରିତ୍ର ମାନଙ୍କରେ ଏକ ଅସାଧାରଣ ଓ ଅନନ୍ୟ ଦୃଷ୍ଟିଭଙ୍ଗୀର ପରିଚୟ ମିଳେ। କଥାବସ୍ତୁ ଓ ଚରିତ୍ର ଗୁଡ଼ିକ ଏକ ଅବହେଳିତ ସାମାଜିକ ପୃଷ୍ଠଭୂମିରୁ ଆନୀତ। ତେବେ ସେଗୁଡ଼ିକ କୌଣସି ଏକ ନିର୍ଦ୍ଦିଷ୍ଟ 'ବାଦ'ରେ ଛନ୍ଦି ହୋଇନାହାନ୍ତି। ସବୁରି ଉର୍ଦ୍ଧ୍ବରେ ଏକ ଗଭୀର ମାନବିକ ଆବେଦନ ଏହାର ମୂଖ୍ୟ ପ୍ରସଙ୍ଗ।