Duiti Kabita Sankalana - Bisha Sarathi O Charitamruta

- Das Patnaik, S: Duiti Kabita Sankalana - Bisha Sarathi O Cha

Bog
  • Format
  • Bog, paperback
  • 196 sider

Beskrivelse

ଏକ ରକମ ଚୁପ୍]ଚାପ୍ ହୋଇ ଯାଇଥିଲି । ଦିନେ ଯେ ମୋର କବିତା ସଙ୍କଳନଟିଏ ପ୍ରକାଶ ପାଇବ, ଏ ବିଶ୍ୱାସ ନଥିଲା । କବିତା ପ୍ରକାଶନ, ପ୍ରକାଶକ ବନ୍ଧୁମାନଙ୍କ ପାଇଁ ବ୍ୟବସାୟିକ ହତାଶା ବୋଲି ମନେ କରାଯାଏ ଆମ ରାଜ୍ୟରେ । କାରଣ କବିତା ପଢ଼ିବାର ସଉକ୍ ଏ ଦୈହିକ, ଜଡ଼, ମୁଦ୍ରାସ୍ଫିତି କାଳରେ କିପରି ବା ରହିବ! ସହଜପଣିଆକୁ ତ କେବେ ବି କବିତା ଆଦରି ପାରିଲା ନାହିଁ । ନାନ୍ଦନୀକ ଚେତନାର ପରିପ୍ରକାଶ ପାଇଁ କବି ଆପଣାଛାଏଁ ନିଜଭାଷାଠାରୁ ଚିନ୍ତାର ପରିସର ପର୍ଯ୍ୟନ୍ତ ବିଭିନ୍ନ ସୂକ୍ଷ୍ମ କାବ୍ୟିକ ବୌଦ୍ଧିକ ପ୍ରକାଶ ଶୈଳୀମାନଙ୍କ ଭିତରେ ସୀମାବଦ୍ଧ ହୋଇଯାଏ; ଯେଉଁଥିପାଇଁ ପାଠକ ବନ୍ଧୁମାନଙ୍କୁ ଯଥେଷ୍ଟ ସଂଯମ, ସହାନୁଭୂତି ସହ କବିତା ପ୍ରତି ଦୃଷ୍ଟିପାତ କରିବାକୁ ପଡ଼ିଥାଏ । ଏ ଯୁଗରେ ସହାନୁଭୂତି ବା କାହିଁ? ନିଜ ଆସନ ମାଡ଼ି ବସିଥିଲେ ହେଁ ସ୍ୱର୍ଗପ୍ରାପ୍ତି, ଅମରତ୍ୱ ପ୍ରାପ୍ତି । "ଭଲ ପାଇବା" ତ ମ୍ୟୁଜିଅମ୍]ରେ ବି କେଉଁଠି ମଣିଷ ସାଇତି ନାହିଁ ଯେ ଜନେ ଦେଖି ଶିଖନ୍ତେ ହେଲେ । ତେଣୁ ଏ ସଂକଳନ ପାଇଁ ମୁଁ ନଅ ବର୍ଷ ଅପେକ୍ଷା ପରେ, ୟା'ର ଆତ୍ମପ୍ରକାଶ ପାଇଁ ଯେଉଁ ପ୍ରକାଶକ ବନ୍ଧୁ ସାହସିକ ପଦକ୍ଷେପ ନେଇଛନ୍ତି ସେ ହେଉଛନ୍ତି ଓଡ଼ିଶା ବୁକ୍ ଷ୍ଟୋରର ସତ୍ତ୍ୱାଧିକାରୀ ଶ୍ରୀ ଗୋବିନ୍ଦ ଚରଣ ପାତ୍ର ଏବଂ କବି ବନ୍ଧୁ ଡକ୍ଟର ପ୍ରସନ୍ନ ମିଶ୍ର ଓ ମୋର ଅନ୍ତରଙ୍ଗ ଶ୍ରୀ ସୁବୋଧ ଦାସଙ୍କ ଅଗାଢ଼ ପ୍ରଚେଷ୍ଟା । ସେମାନେ ମୋର ଓ ମୋ' କବିତା ପଢ଼ିବା ପାଇଁ ଆଗ୍ରହୀ ବନ୍ଧୁମ&

Læs hele beskrivelsen
Detaljer
  • Sidetal196
  • Udgivelsesdato25-11-2022
  • ISBN139781645603337
  • Forlag BLACK EAGLE BOOKS
  • FormatPaperback
  • Udgave0
Størrelse og vægt
  • Vægt254 g
  • Dybde1,1 cm
  • coffee cup img
    10 cm
    book img
    14 cm
    21,6 cm

    Findes i disse kategorier...

    Se andre, der handler om...

    Velkommen til Saxo – din danske boghandel

    Hos os kan du handle som gæst, Saxo-bruger eller Saxo-medlem – du bestemmer selv. Skulle du få brug for hjælp, sidder vores kundeservice-team klar ved både telefonerne og tasterne.

    Om medlemspriser hos Saxo

    For at købe bøger til medlemspris skal du være medlem af Saxo Premium, Saxo Shopping eller Saxo Ung. De første 7 dage er gratis for nye medlemmer. Medlemskabet fornyes automatisk og kan altid opsiges. Læs mere om fordelene ved vores forskellige medlemskaber her.

    Machine Name: SAXO082